You are here

Back to top

Nayika Nija Darpanare (Paperback)

Nayika Nija Darpanare Cover Image
$12.00
Usually Ships in 1-5 Days

Description


ଲୋକପ୍ରିୟ ଫିଚର ସଙ୍କଳନ "ନାୟିକା ନିଜ ଦର୍ପଣରେ" ପୁସ୍ତକରେ ଓଡ଼ିଆ ନାଟକ ଓ ଉପନ୍ୟାସର ଦୃଢ଼ମନା ନାରୀ ଚରିତ୍ରମାନେ ନିଜନିଜ ଅଶ୍ରୁ, ଆବେଗ, ଦମ୍ଭ, ସ୍ୱାଭିମାନ, ଜୀବନ ଦର୍ଶନ ଓ ଆଦର୍ଶର ଭଲକଥା ନିଜ ମୁହଁରେ ଉପସ୍ଥାପନ କରିଛନ୍ତି। ସତେଯେପରି ସେହି ବ୍ୟକ୍ତିତ୍ଵମୟୀ ନାରୀ ଚରିତ୍ରମାନଙ୍କ ମଧ୍ୟରେ ଲେଖିକାଙ୍କର ଆତ୍ମା ପ୍ରବେଶ କରିଛି। ଏହାର ଶୈଳୀ ଓ ବକ୍ତବ୍ୟ ଅନନ୍ୟ। ଆକୃତିରେ କ୍ଷୁଦ୍ର ଅଥଚ ପ୍ରକୃତିରେ ବିରାଟ। ଏହି ଫିଚର ଗୁଡ଼ିକ ପାଠକୀୟ ଆଦୃତି ପାଇବ ବୋଲି ଆମର ଆଶା।



Product Details
ISBN: 9781645602781
ISBN-10: 1645602788
Publisher: Black Eagle Books
Publication Date: May 20th, 2022
Pages: 86
Language: Oriya